ପଦ୍ମପୁର: ପାଇକମାଳ ବ୍ଲକ ରେ ଥିବା
ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଠାରେ " ମା କେ ନାମ ଏକ ପେଡ" କାର୍ଯକ୍ରମ ଅନୁଷ୍ଠିତ
ପାଇକମାଳ ବ୍ଲକ ରେ ଥିବା ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଠାରେ " ମା କେ ନାମ ଏକ ପେଡ" କାର୍ଯକ୍ରମ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ସଭାପତିତ୍ଵ କରିଥିଲେ l ମୁଖ୍ୟ ଅଥିତି ଭାବେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ଯୋଗଦାନ ଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ସମାଜ ସେବୀ ଗୋବର୍ଦ୍ଧନ ଅଗ୍ରୱାଲ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯ୍ୟୋଧନ ପୁଟ୍ଟା, ପ୍ରକୃତି ବନ୍ଧୁ ଧୀରେନ୍ଦ୍ର ମହାନ୍ତି, ଶିକ୍ଷାବିଦ ନନ୍ଦଳାଲ ନାୟକ ଯ