ବାଲିକୁଦା: ତିତିରା ଗ୍ରାମ ନିକଟରୁ ଚୋରା ଜାହାଜ ତେଲ ନେଇ ଯାଉଥିବା ଟ୍ରକ ଜବତ 6ଜଣକୁ କରାଗଲା କୋଟ ଚାଲାଣ
ଗତ ଦୁଇଦିନ ତଳେ ବାଲିକୁଦା ପୋଲିସ କୁ ବିଶେଷ ସୂତ୍ର ରୁ ଖବର ଥିଲା କି ଏକ ଚୋରା ଜାହାଜ ତେଲ ଭର୍ତ୍ତି ଟ୍ରକ ଆସୁଛି l ବାଲିକୁଦା iic ଙ୍କ ଟିମ ଚଢ଼ାଉ କରିବା ସହିତ ଏହି ଗାଡି ରେ ଥିବା ୬ ଜଣକୁ ଗିରଫ କରିଥିଲା l ଆଜି ଦିନ 4ଟାରେ ସମସ୍ତଙ୍କୁ କୋଟ ଚାଲାଣ କରାଯାଇଥିବା ସୂଚନା ଅଛି l