ଫୁଲବାଣୀ ସହର: ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ରେ ଜସେଫ ମଲିକ ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ 5ହଜାର ଜରିମାନା ଶୁଣାଣି
Phulabani Town, Kandhamal | Sep 4, 2025
ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୭ବର୍ଷିଆ ନାବାଳିକା ର ଅସଦାଚରଣ ମାମଲାର ବିଚାର ୧୪ ଜଣ...