ମହୁଲପାଲି: ବଳଦମାଲ ଓ ଚାରମାଲ ଜଙ୍ଗଲ ରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ପୋଚ୍ ଓ ମଦ ଜବତ କଲା ଅବକାରୀ ବିଭାଗ
Mahulpalli, Sambalpur | Sep 9, 2025
ବାମରା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ବଲଦମାଲ ଓ ଚାରମାଲ ଜଙ୍ଗଲ ରେ ଚଢ଼ାଉ କରି ଗୋବିନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣ ର ବେଆଇନ...