Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କବିସୂର୍ଯ୍ୟନଗର: କୋଦଳା ଠାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

Kabisuryanagar, Ganjam | Oct 21, 2025
କୋଦଳା ଏନ ଏ ସି ର ପୁରୁଣା ଡାକ ବଙ୍ଗଳା ପଡିଆ ରେ କେ. ପି.ଏଲ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଉଦଜାପନୀ ଉତ୍ସବରେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଖେଳିବା ଦ୍ୱାରା ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ଘଟିବା ସହ ବନ୍ଧୁତ୍ୱ ପୂର୍ଣ୍ଣ ଭାବ ସୃଷ୍ଟି ହୋଇଥାଏ ବୋଲି ଅଧକ୍ଷ କହିଥିଲେ । ଆଜିର ଫାଇନାଲ ମ୍ୟାଚରେ ଚେଞ୍ଜ ମେକର ଭରଶେଷ ଲୟନ କିଙ୍ଗ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଚେଞ୍ଜ ମେକର ବିଜୟ ଲାଭ କରି ଚାମ୍ପିୟନ ହୋଇଥିବା ବେଳେ ଲାୟନ କିଙ୍ଗ ଦଳ ରନର୍ସ ହୋଇଥିଲା ।

MORE NEWS