କନୁଆଗାଁ ଥାନା ଅଞ୍ଚଳୟେ 56ଏକର ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି କ. ନୁଆଗାଁ ପୁଲିସ, ମଙ୍ଗଳବାର ଦିନ 11ଘଣ୍ଟିକା ରୁ ଏହି କଟିଂ ବା ନଷ୍ଟ କରିଥିବା କାଯ୍ୟକ୍ରମ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଥାନା ଅଧିକାର ଅଶକ ହାସଦା ନେତୣତରେ ତ୍ରିପାଠି ବାବୁ ଙ. ଟ ସହଯୋଗ ରେ ଏକ କଟିଂ କରଯାଇଥିବା ନେଇ ସୁଚନା ମିଳିଛ