ଝାରସୁଗୁଡା ଜିଲ୍ଲା ପାହାଡ଼ି ମନ୍ଦିର ପାଣିଟାଙ୍କି ନିକଟରେ ଆଜି ସକାଳ ଏଗାରଟା ସମୟରେ ଟିମ ସେଭ ଝାରସୁଗୁଡା ପକ୍ଷରୁ ଏକ ସ୍ଵଛତା କାର୍ଯ୍ୟକ୍ରମ କରାଯାଇ ଅଞ୍ଚଳକୁ ସ୍ଵଛ କରାଯାଇଛି। ଏହି ଅଞ୍ଚଳରେ ମନ୍ଦିର ଥିବା ସତ୍ୱେ ଏଠାରେ ମଦ୍ୟପାନ କରି ମଦବୋଦଲ ଆଦି ପକାଇଦେଉଥିବା ପରିଲକ୍ଷିତ ହେଉଥିବା ବେଳେ ଏହାକୁ ନେଇ ପାହାଡ଼ି ମନ୍ଦିର ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଟିମ ସେଭ ଝାରସୁଗୁଡା ପକ୍ଷରୁ ସ୍ଵଛତା କାର୍ଯ୍ୟକ୍ରମ କରାଯାଇ ଏହି ଅଞ୍ଚଳକୁ ସ୍ଵଛ କରାଯାଇଛି। ଏହି ସ୍ଵଛତା କାର୍ଯ୍ୟକ୍ରମ ରେ ଟିମ ସେଭ ଝାରସୁଗୁଡା ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପାହାଡ଼ି