ଆଠମଲ୍ଲିକ: ମଦୁଆ ଚାଳକ ଗିରଫ ବାଇକ ଜବତ
ଠାକୁର ଗଡ଼ ପୋଲିସ ରବିବାର ଦିନ ଠାକୁରଗଡ଼ ଅଞ୍ଚଳ ରେ ଗାଡି ମଟର ଯାଞ୍ଚ କରିଛି l ଉଭୟ ପାର୍ଶ୍ଵ ରୁ ଆସୁଥିବା
Athmallik, Angul | Aug 18, 2025
ବାଇକ ଗୁଡିକ କୁ ଅଟକାଇ ଯାଞ୍ଚ କରା ଯାଇଥିଲl l ଏହି ସମୟ ରେ ମଦ୍ୟ ପାନ କରି ବାଇକ ଚଳାଉଥିବା ଅଭିଯୋଗ ରେ ଅରଖ କୁଦ ଗ୍ରାମର ଦିବ୍ୟ କୁମାର ନାହାକ...