ଟିଟିଲାଗଡ: ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି କ୍ଷୁବ୍ଧ ହେଲେ ବିଧାୟକ।ସିଡିଏମଓ,ଏସଡିଏମଓ,ଡାକ୍ତରଙ୍କ ଉପସ୍ଥିତିରେ ରୋଗୀ ବଖାଣିଲେ ଦୁଃଖ
ଟିଟିଲାଗଡ଼ - ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଶୁକ୍ରବାର ସକାଳେ ଜଣେ ରୋଗୀ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କୁ ଫୋନ୍ କରି କରାଯାଉଥିବା ଅବ୍ୟବସ୍ଥା ବିଷୟରେ ଫୋନ କରି ଅଭିଯୋଗ କରିବା ପରେ ନିଜ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଗାଡ଼ି ଧରି ମାତୃ ଶିଶୁ ହସ୍ପିଟାଲରେ ପହଞ୍ଚି ଶୌଚାଳୟ, ରୋଗୀଙ୍କୁ ଖାଦ୍ୟ ଠିକ ଭାବେ ଦିଆ ନ ଯାଉଥିବା ରୋଗୀ ଅଭିଯୋଗ କରିବା ପରେ ବିଧାୟକ ଶ୍ରୀଯୁକ୍ତ ଜୈନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ରଙ୍କୁ ଟିଟିଲାଗଡ଼କୁ ଆସି ଅସୁବିଧା ଦେଖିବାକୁ କହିଥିଲେ। ଅପରାହ୍ନ ଚାରିଟା ସମୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ , ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସ