ନବରଙ୍ଗପୁର ପୋଲିସ ଷ୍ଟେସନ: ସୋମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ଦୋଷୀ ଙ୍କୁ ଫାଶୀ ହେଉ ବୋଲି ବିକ୍ଷୋଭ କରି ମା ଭଣ୍ଡାର ଘରଣୀ ମନ୍ଦିର ଆଗରେ ମତ ଦେଲେ ଏବିଭିପି ସଦସ୍ୟା
Nabarangapur PS, Nabarangpur | Jul 15, 2025
ସାରା ରାଜ୍ୟ ରେ ବାଲେଶ୍ୱର ଛାତ୍ରୀ ଙ୍କ ମୃତ୍ୟୁ ଘଟଣା କୁ ନିନ୍ଦା କରାଯାଉଥିବା ବେଳେ ନବରଙ୍ଗପୁର ସହର ରେ ମଧ୍ୟ ଏବିଭିପି ସଂଗଠନ ପକ୍ଷରୁ...