ଗୋବିନ୍ଦପୁର: ବାମରା ମିନି ଷ୍ଟାଡିୟମରେ ଚାଳିଥିବା ସାଂସଦ କ୍ରୀଡ଼ା ମହୋତ୍ସବ ଉଦଯାପିତ
ବାମରା ମିନି ଷ୍ଟାଡିୟମରେ ଚାଳିଥିବା ସାଂସଦ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ୫ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ରେ ସାଂସଦ ପ୍ରତନିଧି ପାପୁନ ସିଙ୍ଗ ଠାକୁର ଓ ବିଜେପି ମଣ୍ଡଳ ସଭାପତି ବିଷ୍ଣୁ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ। ବିଜେପି ଯୁବ ନେତା ପରେଶ୍ ବନ୍ଛୁର ଙ୍କ ସନ୍ଯୋଜନା ରେ ଗତ ଦୁଇ ଦିନ ଧରି ଚାଳିଥିବା ଉକ୍ତ ମହୋତ୍ସବ ରେ ବାମରା ବ୍ଲକ ର ପ୍ରାୟ ସମସ୍ତ ବିଦ୍ୟାଳୟ ରୁ ପ୍ରାୟ ୨୫ ଶହ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।