ସାରଙ୍ଗଡା ପୋଲିସ ଏକ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ କରି 08 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ₹8,150/- ନଗଦ, 3 ଟି ମୋଟରସାଇକେଲ, 104 ଟି ତାସ ଏବଂ ଏକ ଆଇପାୱାର ବ୍ୟାଟେରୀ ସହିତ ଏକ ବିଦ୍ୟୁତ ବଲ୍ବ ଏବଂ ତାର ଜବତ କରାଯାଇଛି। ଏକ ମାମଲା (210/2025) ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ କନ୍ଧମାଳ SP ଗୁରବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ଦେଇଛ