ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୫ ବର୍ଷିଆ ନାବାଳିକା ର ଦୁଷ୍କର୍ମ ମାମଲାର ବିଚାର କରି ୨୦ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଗୌତମ ପ୍ରଧାନ ୪୩ ବର୍ଷ ପିତା -ସ୍ଵର୍ଗତ୍ ଶ୍ରୀଚନ୍ଦ୍ର ପ୍ରଧାନ ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୬,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୧ ବର୍ଷ ୬ମାସ,୧୫ ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ଏହି ରାୟ ଟି ମଙ୍ଗଳବାର ଅପରାହ୍ନ 3ଘଣ୍ଟିକା ରେ ପ୍ରକାଶ ପାଇଛି,ସରକାର ଙ୍କ ତରଫରୁ ଫାଷ୍ଟ୍ ଟ