ବାଲେଶ୍ବର ମ୍ୟୁନିସିପାଲଟି: ପବ୍ଲିକ ସ୍କୁଲ ରେ ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ରେ ଯୋଗଦେଲେ ସାଂସଦ ଓ ସଦର ବିଧାୟିକ
ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପବ୍ଲିକ ସ୍କୁଲ ରେ ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶନିବାର ଦିନ ୧୨:୩୦ରେ ସାଂସଦ, ସଦର ବିଧାୟକ ଓ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓ ଅନ୍ୟ ମାନ୍ୟ ଗଣ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥଲେ।