ଖୁବେଲ ଗ୍ରାମରେ ଭୂମି ସମ୍ବଳ ତଥ୍ୟାବଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ , କୃଷି ଓ କୃଷକଙ୍କୁ ସଶକ୍ତ କରିବା ଲକ୍ଷ.ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକ ଅନ୍ତର୍ଗତ ଚାରମାଳ ଗ୍ରାମପଞ୍ଚାୟତର ରିୱାର୍ଡ ଜଳ ବିଭାଜିକା ଖୁବେଲ ଗ୍ରାମରେ ଭୂମି ସମ୍ବଳ ତଥ୍ୟାବଳୀ (ଏଲ ଆର ଆଇ) କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରେଢ଼ାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଭୂମି ସମ୍ବଳ ତଥ୍ୟାବଳୀ (ଏଲ ଆର ଆଇ)ଯାତ୍ରାର ଉଦ୍ଦେଶ୍ୟକୁ ଲୋକାଭିମୁଖୀ କରାଇବା ଓ ସାଧାରଣ ଚାଷୀ କିପରି ‘ଏଲ ଆର ଆଇ ପତ୍ରିକା' କୁ ପଢି ବୁଝି ଉପଯୁ