ବରୀ ରାମଚନ୍ଦ୍ରପୁର: ପାଣିକୋଇଲି ଥାନା ବିଦ୍ୟା କଲେଜ ନିକଟରେ ଷଣ୍ଢକୁ ଧକ୍କା ଦେଲା ବାଇକ, ଚାଳକ ଗୁରୁତର
Bari Ramachandrapur, Jajpur | Jul 20, 2025
ପାଣିକୋଇଲି ଥାନା ବିଦ୍ୟା କଲେଜ ନିକଟରେ ଷଣ୍ଢ କୁ ଧକ୍କା ଦେଲା ବାଇକ,ଚାଳକ ଗୁରୁତର l ରଣପୁର ଅଞ୍ଚଳର ଉମାକାନ୍ତ ସ୍ୱାଇଁ ବାଇକରେ ଘରକୁ ଯାଉଥିଲେ...