Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କବିସୂର୍ଯ୍ୟନଗର: କୋଦଳା ଏନ ଏ ସି ପରିସରରେ କାଉନସିଲ ବୈଠକ ଅନୁଷ୍ଠିତ

Kabisuryanagar, Ganjam | Oct 22, 2025
କୋଦଳା ଏନଏସି ପରିସରରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି | କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉପାଧ୍ୟକ୍ଷା ରଂଜିତା ସେଠି ଙ୍କ ସମେତ କୋଦଳା ଏନଏସି ର ଦଶ ଜଣ କାଉନସିଲର ଏହି ବୈଠକରେ ଉପସ୍ଥିତ ରହି ନିଜ ୱାର୍ଡ ର ସମସ୍ୟା ସମ୍ପର୍କରେ ମତାମତ ରଖିବା ପରେ ଅଧ୍ୟକ୍ଷ ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରି କରିବା ନେଇ ସ୍ପଷ୍ଟୀକରଣ ରଖିଥିଲେ । ଏହା ସହିତ କୋଦଳାକୁ ନିର୍ବାଚନ ମଣ୍ଡଳୀ ଘୋଷଣା, କୋଦଳାକୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏଵଂ କୋଦଳାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

MORE NEWS