ଆଠମଲ୍ଲିକ: ସରପଞ୍ଚ ଙ୍କୁ ହତ୍ୟା ଧମକ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ସରପଞ୍ଚ ସୁଲୋଚନା ବୀର ଙ୍କୁ ଏକ ଠିକା ସଂସ୍ଥା ର
କର୍ମ ଚାରି ହତ୍ୟା କରିବା ପାଇଁ ଧମକ ଦେଇଥିବା ସୁଲୋଚନା ଗୁରୁବାର ଦିନ ଅପରାହ୍ନ 1 ଟା ରେ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଛି l ଘଟଣା ରୁ ପ୍ରକାଶ ଜେ ଆମ୍ବପାଳ ପୁସିଂ ବ୍ରିଜ ନିକଟରେ ଏକ ଠିକା ସଂସ୍ଥା କେନାଲ ନିର୍ମାଣ କରୁଛି l ଉକ୍ତ କେନାଲ ନିର୍ମାଣ କାମ ଅତି ନିମ୍ନ ମାନର ନିର୍ମାଣ ହେଉଥିବା ସମ୍ପର୍କ ସେ ଜିଲ୍ଲା ପାଳ ଙ୍କ ଠାରେ ଅଭିଯୋଗ କରିବା ଏହି ଘଟଣା କୁ ନେଇ ଠିକା ସଂସ୍