ଗ୍ରାମାଞ୍ଚଳର କ୍ରୀଡାବିତଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦେଶ୍ୟରେ ସରକାରଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଛି ସାଂସଦ ଖେଳ ମହୋତ୍ସବ ।ଏହିକ୍ରମରେ ପ୍ରତି ବ୍ଲକରେ ସାଂସଦ ଖେଳ ମହୋତ୍ସବ ଆୟୋଜିତ ହେଉଛି l ଶନିବାର ଅପରାହ୍ନରେ ଚିକିଟୀ ବ୍ଲକ କାର୍ଯ୍ଯାଳୟ ଠାରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ଯୋଗଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛନ୍ତି l