ଖଲ୍ଲିକୋଟ୍: ସ୍ଥାନୀୟ ବିଧାୟକ ଙ୍କ ବାସଭବନରେ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ତିଥିରେ ସ୍ମୃତି ଚାରଣ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ସଭାପତି ସୁଭଜିତ୍ କୁମାର
ଖଲ୍ଲିକୋଟ ବିଧାୟକ ଙ୍କ ବାସ ଭବନ ଠାରେ ଶ୍ରୀ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗୁରୁବାର ଅପରାହ୍ନ ୪ ଟା ସମୟରେ ଅଟଳ ଯୁବ ବାହିନୀ ସଭାପତି ସୁଭଜିତ୍ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସକଲେଶ୍ୱର୍ ଦାସଙ୍କ ସମେତ ଓ ଖଲିକୋଟ ବିଜେପି ଦଳ ର ନେତୃସ୍ଥରିୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେ ସେଇ ମହାନ୍ ବ୍ୟକ୍ତି ଙ୍କ ପ୍ରତି ଏକ ସମର୍ପଣ ଭାବ ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରା କୁ ମନେ ପକାଇ ତାଙ୍କରି ସ୍ମୃତି ଚାରଣ କରାଯାଇଥିଲା ।