ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟର୍ ଫାଇନାଲ୍ରେ ବେଦିକ୍ ଇଲେଭେନ୍ ସମ୍ବଲପୁରକୁ ୪–୨ ଗୋଲରେ ପରାଜିତ କରି ଆଦର୍ଶ କ୍ଲବ ଶାନଦାର ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବୋଲି କମିଟି ପକ୍ଷରୁ ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦିଆ ଯାଇଛି