Public App Logo
Jansamasya
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
Rss
Bareilly
Agra
Politics
जेल
Mumbai
Jodhpur
Amitshah

ବଲାଙ୍ଗୀର: ଠିକାଦାରପଡ଼ାରେ ୫୧ତମ କୁରାଲ ଚକ୍ରପୂଜା ମହୋତ୍ସବ ଉତ୍ସାହଭରା ପରିବେଶରେ ଆୟୋଜନ

Balangir, Balangir | Nov 27, 2025
ଆଜି ବଲାଙ୍ଗିର ଠିକାଦାରପଡ଼ାରେ ଆୟୋଜିତ ୫୧ତମ କୁରାଲ ଚକ୍ରପୂଜା ମହୋତ୍ସବରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ଦେଖା ଦେଇଥିଲା। କାର୍ଯ୍ୟକ୍ରମରେ ପୌରାଧକ୍ଷା ଲିକା ସାହୁ ଓ ବରିଷ୍ଠ ବିଜେଡି ନେତା ଧ୍ରୁବ ଯୁଏଡ ଯୋଗଦେଇ, ଶ୍ରୀ ବିଷ୍ଣୁ ସ୍ୱରୂପ କୁରାଲ ଭେଷଦେବଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ଅର୍ଚ୍ଚନା କରିଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ସୁଖ-ସମୃଦ୍ଧି ସହ ସମସ୍ତ ବଲାଙ୍ଗିରବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ଏହି ପବିତ୍ର ପରମ୍ପରାରେ ଅଂଶଗ୍ରହଣ କରିବାକୁ ଅନେକ ଭକ୍ତବୃନ୍ଦ ଯୋଗୁ ମହୋତ୍ସବ ପରିସର ଭକ୍ତିର ଭାବନାରେ ପରିପୂର୍ଣ୍ଣ ହୋଇଯାଇଥିଲା।