ସୋମବାର ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରୁ ଯୁବତୀଙ୍କ ଠାରୁ ମୋବାଇଲ ଛିନତାଇ କରିଥିବା ଦୁଇ ଜଣ ଦୁର୍ବୁତ୍ତକୁ ପୋଲିସ ହାତରେ ଧରା ପଡିଛନ୍ତି। ସେମାନେ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା, ୱାର୍ଡ ନମ୍ବର ୧୨ ଅଞ୍ଚଳର ବିଷ୍ଣୁ ବେହେରା (୨୩) ଓ ମଧୁବନ ୱାର୍ଡ ନମ୍ବର ୭ ଅଞ୍ଚଳର ଗଣେଶ ନାଏକ (୨୦)।