ଝୀଣ୍ଟିକା ଖୋଲ ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣା , ଆଇ ଗୁରୁତର ନାତି ଆହତସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ଝୀଣ୍ଟିକା ଖୋଲ ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ ଦୁର୍ଘଟଣାରେ ଆଇ ଗୁରୁତର ହୋଇଥିବା ବେଳେ ନାତି ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଝୀଣ୍ଟିକା ଖୋଲ ଗ୍ରାମର ଆଇ ମୁକ୍ତା ଦେହୁରୀ ୪ ବର୍ଷ ର ନାତି ହିମାଂଶୁ ଦେହୁରୀ କୁ ଧରି ପୁଅ ସହିତ ବାଇକ୍ ରେ ଅଙ୍ଗାର ପଡ଼ା ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ , ହେଲେ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ତଲେ ପଡ଼ିଯାଇଥିଲେ । ଫଳରେ ଆଇ ଓ ନାତି ଆହତ ହୋଇଥିଲେ ସେମାନଙ