ବାଲିଗୁଡା: ସିପାଞ୍ଜିରି ଠାରେ କଳିଙ୍ଗ କୁଶୁମ ଅନୁଷ୍ଠାନ ର "ଏକ ପେଡ ମା କେ ନାମ୍ "କାଯ୍ୟକ୍ରମ ରେ ଯୋଗଦେଲେ କନ୍ଧମାଳ ସାଂସଦ , 4ହଜାର ଗଛ ଲଗାଯାଈଛି
ବାଲିଗୁଡା ବ୍ଲକର ସିପାଞ୍ଜିରି ଠାରେ କଳିଙ୍ଗ କୁଶୁମ ଅନୁଷ୍ଠାନ ର ଏକ ପେଡ ମା କେ ନାମ୍ କାଯ୍ୟକ୍ରମ ରେ ଯୋଗଦେଲେ କନ୍ଧମାଳ ସାଂସଦ ଯଗ ଦେଇଛନ୍ତି, ଅନ୍ୟମାନଙ୍କ ମଧ୍ୟରେ ସାଡିଙ୍ଗିଆ 136 BSF dକମ୍ପାନୀ ର 30ରୁ ଉର୍ଧ ଯବାନ ମାନେ ମଧ୍ୟ ସହଯୋଗ କରିଛନ୍ତି, କାଯ୍ୟକ୍ରମ କୁ କଳିଙ୍ଗ କୁଶୁମ ର ନବ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱ ଅନୁଷ୍ଠିତ ହଇଥିବା ବେଳେ, କନ୍ଧମାଳ ସାଂସଦ ଙ୍କ ସ୍ୱତନ୍ତ୍ର ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ ମଧ୍ୟ ଯଗ ଦେଇ ବୣକ୍ଷ ରପଣ କରିଛନ୍ତି, ଆଜି ଗଟାଏ ଦିନ ରେ 4ହଜାର ଗଛ ଲଗାଯାଇଥିବା ସୁଚନା ମିଳିଛି