ଲାଞ୍ଜିଗଡ: ଦୁର୍ଗମ ଝାପିଗୁଡାରେ ବିକାଶ ବାଟବଣା, ରାସ୍ତା ଏବଂ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା # jansamasya
Lanjigarh, Kalahandi | Jul 18, 2025
କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର । ଏହି ଥୁଆମୁଳ ରାମପୁର ବ୍ଲକର ଅନ୍ୟ ଏକ ଅପହଂଚ ଇଲାକା ଝାପିଗୁଡା । ତଲଝାପି ପଂରୟତ ଅଧିନ...