ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ସୁନାପୁର ବେଳାଭୂମିରେ ଶନିବାର ମଧ୍ୟାହ୍ନରେ ଇକୋ ରିଟ୍ରିଟ୍ ର ଉଦଘାଟିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଭର୍ଚୁଆଲ୍ ମୋଡ୍ ରେ ଶୁଭାରମ୍ଭ କରିଛନ୍ତି। କାର୍ଯ୍ଯକ୍ରମରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଚିକିଟି ମାନ୍ୟବର ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ , ଚିକିଟି ତହସିଲଦର କଂ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବହୁ ଜନସାଧାରଣ ଉପସ୍ଥିତ ଥିଲେ।