ପଦ୍ମପୁର: ବୁକୁରାମୁଣ୍ଡା ବାବା ମଠ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ
ଆଜି ପଦ୍ମପୁର ବିଧାନ ସଭା ଲଖମରା ମଣ୍ଡଳ ସଭାପତି ଟୁନା ଡନସନା ଙ୍କ ଅଧ୍ୟକ୍ଷତା ରେ ବୁକୁରମୁଣ୍ଡା ବାବା ମଠ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ମୁଖ୍ୟ ଅଥିତି ଭାବେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଉପାଧ୍ୟାୟ ଙ୍କୁ ଫୁଲ ମାଲ ଦେଇ ଜୀବନୀ ଉପରେ ବାର୍ତ୍ତା ଦେଇଥିଲେ। ଜିଲ୍ଲା ଉପ ସଭାପତି ସରୋଜ ସାମଲ, ପାଇକମାଳ ଜିଲ୍ଳା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା ବୁକୁରାମୁଣ୍ଡ ସରପଞ୍ଚ ଅନିତା ଭୋଇ ଉପସ୍ଥିତ ଥିଲେ।