ଚିକିଟି ବିଧାନସଭା ଅନ୍ତର୍ଗତ ବଡ଼ପଲଙ୍କ ସମେତ ବଡ଼ଗାଁ ଓ ଭଳାସିଙ୍ଗିର ତିନି ଜଣ ବ୍ୟକ୍ତିଙ୍କ ଦେହାନ୍ତ ଖବର ଶୁଣି ଉକ୍ତ ପରିବାର ନିକଟରେ ପହଞ୍ଚି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।ବୁଧବାର ଅପରାହ୍ନରେ ବିଧାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।