ନର୍ଲା: ମୌଳିକ ସୁବିଧା ରୁ ବଞ୍ଚିତ କୁଶୁର୍ଲା କଲୋନୀ ପଡା ବାସୀ,ସ୍ଥାଇ ପଟା ନଥିବା ଯୋଗୁଁ ହେଇପାରୁ ନି ଗୃହ #jansamasya
Narala, Kalahandi | Jul 20, 2025
କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନୀ ପଡା ରେ ଲୋକେ ବସବାସ କରିବାର ଦୀର୍ଘ ୩୮ବର୍ଷ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ପଡାବାସୀ...