ସୋନପୁର: ସୁବଳୟା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିଷରରେ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ
ସୁବଳୟା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିଷରରେ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ ସୁବର୍ଣ୍ଣପୁର ଜିଲ୍ଲା ବିରମହାରଜପୁର ତହସିଲ ଅନ୍ତର୍ଗତ।ସୁବଳୟା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ପରିଷରରେ ଆଜି ଏକ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ ର ଆୟୋଜନ କରାଯାଇଥିଲା।ଏହି ଅବସରରେ ବିରମହାରଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଙ୍କ ସମେତ ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ।ଏହା ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଜବଦରଦଖଲ କାରୀଙ୍କୁ ଚିହ୍ନଟ କରିବା।ଆଜିର ଏହି ଶୁଣାଣୀ ରେ ସର୍ବମୋଟ 45 ଗୋଟି ଜବଦରଦଖଲ କରିଙ୍କୁ ଚିହ୍ନଟ