ଧରାକୋଟ: ଦାମପୁର ରେ ଝାଡାବାନ୍ତିରେ ମୃତ୍ୟୁ ପରେ ଆଜି ଗ୍ରାମ ଗ୍ରସ୍ତକରିଛନ୍ତି ଜିଲ୍ଲାଅଧିକାରୀ,ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଏବଂ ସ୍ଥାନୀୟ ବିଧାୟକ
Dharakote, Ganjam | Jul 24, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି.ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଦାମପୁର ଗ୍ରାମରେ ହଇଯା ଏବଂ ଝାଡ଼ା ବାନ୍ତିରେ ଦୁଇ...