ସୋନପୁର: ସୁବର୍ଣ୍ଣପୁରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରି ପକ୍ଷରୁ କୁନ୍ଦୁରୁ କୁଶଳଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ
ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗଠନର ମୁଖ୍ୟ ବିନ୍ଧାଣି ତଥା ସୋନପୁରର ପୂର୍ବତନ ବିଧାୟକ ଦିଗମ୍ବତ ନେତା ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରି ପକ୍ଷରୁ ପାଳନ ହୋଇଯାଇଛି l ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀବଛ ମଲ୍ଲିକ, ଅଭିମନ୍ୟୁ କୁଶଳ, ପ୍ରଫୁଲ ନାଏକ, ସଞ୍ଜୟ ସାହୁ ଏବଂ ସାମ୍ବାଦିକ ପିତାମ୍ବରଏହାପାତ୍ରଙ୍କ ସମେତ ବହୁ ବୁଦ