ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସାନ ତେଲେନ୍ ପାଲି ଲୋୟର ସୁଖ ତେଲ ମୁହାଣ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ସଦର ପୋଲିସ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲର ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ମୃତ୍ୟୁର କାରଣ ନେଇ ପୋଲିସ ତଦନ୍ତ ଜାରି ରଖି ଥିବା ପୋଲିସ ପକ୍ଷରୁ ଆଜି ରାତି ୮ଟା ସମୟରେ ଜଣା ପଡିଚି