ଝାରପୋଖରିଆ: ଖେରୁଣା ଗ୍ରାମର ବାଞ୍ଛାନିଧି ସେଠୀ ଙ୍କୁ ଧାନ ବିଲରୁ ଉଧାର
ଗତ କାଲି ସକାଳ ଠାରୁ ନିଖୋଜ ଥିବା ଅବସର ପ୍ରାପ୍ତ ଶିକ୍ଷକ ବାଞ୍ଛାନିଧି ସେଠୀ,ଧାନ କିଆରୀରୁ ଉଧାର ।ତେବେ ଆଜି 8 ଟା ସମୟରେ ଖେରୁଣା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଲାଗିଥିବା CCTV ଫୁଟେଜ ଆଧାର ବିଲ ପୋଟେ ଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଁ ବାରୁ ଆଜି ଖୋଜା ଖୋଜି ପରେ ଧାନ କିଆରୀରୁ ଉଦ୍ଧାର କରି ଶୀର୍ଷା ମେଡିକାଲକୁ ନେଇଛନ୍ତି ତେବେ ଯାହା ସୂଚନା ମିଳିଛି ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକ ଅଛି । ସୂଚନା ମୁତାବକ ବାଞ୍ଛାନିଧି ସେଠୀଙ୍କ ମୁଣ୍ଡ ଠିକ ନ ଥିବା ଯୋଗୁଁ ସେ ଧାନ କିଆରୀ କୁ ଚାଲି ଯାଇଥିଲେ ବୋଲି ପରିବାର ଲୋକ ପାଖରୁ ସୂଚନା ।