ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ପୋଲିସ ବିଭାଗ ପକ୍ଷରୁ ଠାକୁରମୁଣ୍ଡା ଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଇଛି। ତେବେ ଏହି ପରିପେକ୍ଷୀରେ ସେଠାରେ ଏକତା ଦୌଡ - ରନ ଫର ୟୁନିଟି ଆୟୋଜିତ ହୋଇଥିଲା।