ନର୍ଲା: ଭାନ୍ ପୁର ଗ୍ରାମର ବନିତା ପୁଟେଲ୍ ନାମକ ମହିଳା ବୁଲୁ ପୁଟେଲ୍ ଙ୍କ ନାମରେ ଥାନରେ ଅଭିଯୋଗ କରିଛନ୍ତି
ଗତ 13 ତାରିଖ ଦିନ ମଧ୍ୟାହ୍ନ ଵାର ଘଣ୍ଟା ସମୟରେ ଭାନ୍ ପୁର ଗ୍ରାମର ବନିତା ପୂଟେଲ ନାମକ ମହିଳା ସ୍ଥାନୀୟ ଗ୍ରାମର ବୁଲୁ ପୂଟେ ଲ ନାମକ ବ୍ୟକ୍ତି ଙ୍କ ସହିତ ଚୌକି ଭାଙ୍ଗିବା ଘଟଣାକୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ଏଥିରେ ରାଗିଯାଇ ବୁଲୁ ମହିଳା ଙ୍କୁ ଶାଢ଼ୀ ଟାଣି ଦେଉଥିଲେ ଓ ତାଙ୍କ ସ୍ଵାମୀ ଙ୍କୁ ମାଦ ମାରିଥିଲେ ଏହି ଘଟଣା କୁ ନେଇ ଆଜି ଗୁରୁବାର ଦିନ ଅପରାହ୍ନ ତିନିଟା ସମୟରେ ଥାନାରେ ଅଭିଯୋଗ କରିଛନ୍ତି ବନିତା