ବରଗଡ଼ ସହରର ଖଜୁର ଟିକ୍ରା ଓ ବ୍ରହ୍ମ କୁମାରୀ ଏରିଆ ବିଦ୍ୟୁତ କାଟକୁ ନେଇ ଗୁରୁବାର ସକାଳ 9 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଜର୍ଜ ହାଇସ୍କୁଲ ଫିଲ୍ଡରେ ବିଦ୍ୟୁତ କାର୍ଯ୍ୟ ପାଇଁ ବିଦ୍ୟୁତ କାଟ କରାଯିବ | ସନ୍ଧ୍ୟା ୭ ଘଣ୍ଟା ସମୟରୁ ପର୍ଯ୍ୟନ୍ତ ବରଗଡ଼ ସହରର ଖଜୁର ଟିକ୍ରା ଓ ବ୍ରହ୍ମ କୁମାରୀ କାଟ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।