ପିପିଲି: ବ୍ଲକ୍ କାର୍ଯ୍ୟଳୟ ସଭା ଗୃହ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ସାଂସଦ
Pipili, Puri | Aug 25, 2025
ଆଜି ପୂର୍ବାହ୍ନ ୧୧ଟାରେ ପିପିଲି ବ୍ଲକ୍ କାର୍ଯ୍ୟଳୟ ସଭା ଗୃହ ପରିସରରେ ଅନ୍ତର୍ଦ୍ବୟ ଯୋଜନାରେ ୨ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନଙ୍କୁ ପଟ୍ଟା...