କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟାରେ ହାରିଲେ ବ୍ଲକ ଆଧକ୍ଷା ରାଜେଶ୍ଵରୀ ପରଜା
କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରୀ ପରଜାଙ୍କ ବିରୋଧରେ ପ୍ରଶାସନିକ ସ୍ତରରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେଲା l ଜୟପୁର ଉପଜିଲ୍ଲାପାଳଙ୍କ ଚିଠି ନମ୍ବର - 7857/25 / 19/09/2025 ଅନୁଯାଇ ଆଜି ତଥା ଶନିବାର ଅପରାହ୍ନ ଚାରିଟା ସମୟରେ ସ୍ଥାନୀୟ ତହସିଲଦାର ବିନୋଦ ନାୟକଙ୍କ ତତ୍ତ୍ୱlବଧାନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବ ଭୋଟିଙ୍ଗ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି l ବ୍ଲକର 16 ଟି ପଂଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ସଂଖ୍ୟା 32 ରହିଥିବା ବେଳେ ଆଜି 28 ଜଣ ଆଧକ୍ଷାଙ୍କ ବିରୋଧରେ ଭୋଟ ଦେଲେ