ନର୍ଲା: ନର୍ଲା ଅଞ୍ଚଳରେ ମା ଦୁର୍ଗା ଙ୍କ ବିଜୟ ଦଶମୀ ପୁଜା ମହା ଆଡ଼ମ୍ବରରେ ପାଳିତ
ଆଜି ଗୁରୁବାର ଦିନ ସକାଳ ଆଠ ଘଣ୍ଟା ସମୟ ରୁ ଅପରାହ୍ନ ଏକ ଘଣ୍ଟା ମଧ୍ୟରେ ନର୍ଲା ର ବିଭିନ୍ନ ସ୍ଥାନରେ ମା ଦୁର୍ଗା ଙ୍କ ବିଜୟ ଦଶମୀ ପୁଜା ଆଡମ୍ବର ସହିତ ପାଳନ କରାଯାଇଥିଲା ଏହି ଅବସରରେ ନର୍ଲା ଥାନା ରେ ବିଜୟ ଦଶମୀ ପୁଜା ପାଇଁ କଳସ ଯାତ୍ରା ବାହାରିଥିବା ବେକେ ନର୍ଲା କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ବିଜୟ ଦଶମୀ ପୁଜା ସହିତ ଖଣ୍ଡା ପୂଜା ପାଳନ କରାଯାଇଥିଲା