ଯଶିପୁର: ବହଳଦା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ; ରାଇରଙ୍ଗପୁର ବିଧାୟକଙ୍କ ଯୋଗଦାନ
ମୟୁରଭଞ୍ଜ ଜିଲ୍ଲା ବହଳଦା ଠାରେ ମଙ୍ଗଳବାର ଦିନ ପ୍ରାୟ ୧୧ ଟାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଛି। ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।