ବଡକସିବାହାଲ ଗ୍ରାମରେ ମଦ ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ।ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡକିବାହାଳ ଗ୍ରାମରେ ମଦ ବିକ୍ରିକୁ ଗ୍ରାମବାସୀଙ୍କ ତିବ୍ର ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗାଁରେ ସ୍କୁଲ ଓ ମନ୍ଦିର ରହିଛି। ସେହି ସମ୍ମୁଖରେ ବେଆଇନ ମଦ ଦୋକାନ ଓ କୁଚିଆ ଭାଟିରେ ଖୋଲା ଖୋଲି ମଦ ବିକ୍ରି ଚାଲିଥିବାରୁ ସଦାସର୍ବଦା ସ୍କୁଲକୁ ଆସୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ଓ ନାଗ ମାତା ମନ୍ଦିରକୁ ଆସୁଥିବା ଗ୍ରାମର ମହିଳା ଓ ପୋଡସି ଗ୍ରାମରୁ ଆସିଥିବା ଭକ୍ତମାନେ ବିଭିନ୍ନ ସମୟରେ ସେଠାରେ ହେଉଥିବା ଅସାଳିନ ଭାଷାର ପାଟିତୁଣ୍ଡ ଛାତ୍ର ଛାତ