ଆଜି ବଲାଙ୍ଗୀରରେ ଉପଜିଲ୍ଲାପାଳ ଙ୍କ ହସ୍ତରେ ଏକ ସଚେତନତା ଗାଡ଼ି ପ୍ରଚାର ରଥ ଶୁଭାରମ୍ଭ କରାଯାଇଛି। ଏଥିରେ DRCS, ARCS ଏବଂ ଆର୍ଏମ୍ସି ସଚିବ ଉପସ୍ଥିତ ଥିଲେ। ଏହି ପ୍ରଚାର ରଥ ଗ୍ରାମଗ୍ରାମକୁ ଯାଇ ଚାଷୀମାନଙ୍କୁ MSP — ଅର୍ଥାତ୍ ଧାନର ସରକାରି ଦର — ଓ FAQ ନର୍ମ ବିଷୟରେ ସଠିକ ତଥ୍ୟ ଦେବ। ଚାଷୀମାନେ ଧାନ ବିକ୍ରିରେ କୌଣସି ଅସୁବିଧା ନପାଆନ୍ତୁ — ଏହି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନଙ୍କ ଏହି ପଦକ୍ଷେପ।ବୋଲି ଉପ ଜିଲ୍ଲା ପାଳ ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି