ତେଲକୋଇ: ଉଦୟଗିରି ବାହୁଡ଼ିଝରା ଅଞ୍ଚଳରେ ପଲୁଆ ହାତୀ ,ରାତିତମାମ ଧାନଫସଲ ଜଗି ରହିଛନ୍ତି ଚାଷୀ ମାନେ ,ହାତୀଙ୍କୁ କଡ଼ା ନଜର ରଖିଛି ବନବିଭାଗ
ଉଦୟଗିରି ବାହୁଡ଼ିଝରା ଅଞ୍ଚଳରେ ପଲୁଆ ହାତୀ ,ରାତିତମାମ ଧାନଫସଲ ଜଗି ରହିଛନ୍ତି ଚାଷୀ ମାନେ ,ହାତୀଙ୍କୁ କଡ଼ା ନଜର ରଖିଛି ବନବିଭାଗ । ନିଆଁ ଜାଳି ଉୟର ଆତଙ୍କ ମଧ୍ୟରେ ଧାନଫସଲ ସୁରକ୍ଷା ଦେଉଛନ୍ତି ସ୍ଥାନିୟ ଚାଷିକୂଳ । ଗୁରୁବାର ରାତ୍ରୀ ୧୧.୪୦ ମି. ସମୟର ସୂଚନା ।