ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଅଖାପଲାଣ ଛକ ନିକଟରେ ଯାତ୍ରୀବାହୀ ବସ୍ ସହ ବାଇକ୍ ଧକ୍କା ଦୁଇ ଗୁରୁତର। କରଞ୍ଜିଆ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶିବା ନାମକ ଯାତ୍ରୀବାହୀ ବସ ସୋମବାର ଦିନ ପ୍ରାୟ ୧୨ ଟା ସମୟରେ ବାଇକ ସହିତ ଧକ୍କା ହୋଈ ଯିବାରୁ ୨ ଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି।