ସୁକିନ୍ଦା: ବାରଗାଡ଼ିଆ ଗ୍ରାମରେ ମାଙ୍କ ଦର୍ଶନ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଗାଡ଼ିଆ ଗ୍ରାମର ଦୁର୍ଗାପୂଜା ସମିତି ଠାରେ ଅନୁଷ୍ଠିତ ହେଉଥିବା ପୂଜାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଆଶ୍ରୀବାଦ କାମନା କରିଥିବା ମଙ୍ଗଳବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।