ସତ୍ୟବାଦୀ: କଣାସ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ଡିର୍ଘ ବର୍ଷ ଫେରାର ଥିବା ୨ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Satyabadi, Puri | Sep 11, 2025
ଆଜି ଭୋର ୫ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ଥାନା ପୋଲିସ ପକ୍ଷରୁ ନନ୍ଦୀଗୋଦା ଓ ଗାଣ୍ଡପଦା ଗ୍ରାମରେ ଚଢାଉ କରାଯାଇ ୨ଜଣ...