କିଛି ଦିନ ପରେ ପୁଣି କନ୍ଧମାଳ ରେ ଶୀତ ଲେଉଟି ଆସିଅଛି।।ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ ପୁଣି ପାରଦ ତଳ ମୁହଁ। ହୋଇଅଛି।।ମଧ୍ୟ ରାତ୍ର ରେ ପ୍ରବଳ ଶୀତ ଅନୁଭୂତ ହେଉଅଛି।ଏଣୁ ପାହାଡ ଉପରେ ରହୁଥିବା ଲୋକେ ଦିନ ସାରା ନିଆଁ ଲଗାଇ ରହୁଥିବା ବେଳେ ରାତିରେ ଉମ୍ଭେଇ ରେ ନିଆଁ କରି ଘର ଭିତରେ ରହିଥିବାର କହିଛନ୍ତି ସିରୀକି ଅଞ୍ଚଳ ବାସୀ ଶୀତ ର ମାତ୍ରା ଯେତେ ବଢ଼ୁଅଛି ଗରିବ ଲୋକଙ୍କ ଦୁଃଖ ସେତେ ବଢ଼ିବାରେ ଲାଗିଛି।କାରଣ ପାହାଡିଆ ଅଞ୍ଚଳରେ କୋହଲା ପବନ ବହିବା ଯୋଗୁଁ ଅଧିକ ଶୀତ ହେଉଅଛି।