ଟିଟିଲାଗଡ: ଡିଆଟନ ଗନ୍ଧରଗଲା ପୋଲ ଉପରେ ଦୁଇ ବାଇକ୍ ଭିତରେ ମୁହାଁ ମୁହିଁ ଧକ୍କା। ଅବସ୍ଥା ଗୁରୁତର ଯୋଗୁଁ ଦୁଇ ବାଇକ ଆରୋହୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର।
Titlagarh, Balangir | Jul 29, 2025
ଖୋଲାନ ପଞ୍ଚାୟତ ଡିଆଟନ ଗନ୍ଧରଗଲା ପୋଲ ଉପରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କାରେ ଦୁଇ ବାଇକ୍ ଚାଳକ ଗୁରୁତର ହୋଇ ଟିଟିଲାଗଡ଼ ସରକାରୀ...